ନୂଆ update, ପରୀକ୍ଷା alert ଓ event
ପ୍ରିୟ ଛାତ୍ର, ଆଉ ଶିକ୍ଷକ - ଆଜି ଠାରୁ ପାଠ୍ୟ ଯାତ୍ରା ଆରମ୍ଭ କରନ୍ତୁ।
ନବୋଦୟ Class 6 ପଞ୍ଜୀକରଣ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।
BSE Class 10 ପାଇଁ Chapter 1 (ବିଜ୍ଞାନ) ର mock test upload ହୋଇଛି।