Last updated: February 2026 · Gurusevakendra
Gurusevakendra ("ଆମେ", "ଆମର", "App") ଆପଣଙ୍କ ଗୋପନୀୟତାକୁ ସମ୍ମାନ ଦିଏ। ଏହି policy ଦେଖାଏ ଯେ ଆମେ ଆପଣଙ୍କ ତଥ୍ୟ କିପରି ସଂଗ୍ରହ, ବ୍ୟବହାର ଓ ସୁରକ୍ଷିତ ରଖୁ।
Gurusevakendra ("we", "us", "our") respects your privacy. This policy explains how we collect, use and protect your data.
ଆମେ ଆପଣଙ୍କ personal ତଥ୍ୟ ତୃତୀୟ ପକ୍ଷକୁ **ବିକ୍ରୟ କରୁ ନାହିଁ**। କେବଳ ନିମ୍ନଲିଖିତ ସେବା ପାଇଁ share କରାଯାଏ:
ଆମେ HTTPS encryption, secure MongoDB storage, ଓ token-based session ବ୍ୟବହାର କରୁ। କିନ୍ତୁ ୧୦୦% ସୁରକ୍ଷାର ଗ୍ୟାରେଣ୍ଟି କୌଣସି internet service ଦେଇ ପାରେ ନାହିଁ।
Account delete ଚାହିଁଲେ ଇମେଲ୍ କରନ୍ତୁ: gurusevakendra33@gmail.com
Gurusevakendra ୧୩ ବର୍ଷରୁ କମ୍ ଛାତ୍ର-ଛାତ୍ରୀଙ୍କ ପାଇଁ ମାତା-ପିତାଙ୍କ ତତ୍ତ୍ୱାବଧାନରେ ବ୍ୟବହାର କରାଯିବା ଉଚିତ୍। ଆମେ ଉଦ୍ଦେଶ୍ୟପୂର୍ବକ ୧୩ ବର୍ଷରୁ କମ୍ ଛାତ୍ରଙ୍କ personal data ସଂଗ୍ରହ କରୁ ନାହିଁ।
Session ଓ preferences save କରିବା ପାଇଁ App localStorage ବ୍ୟବହାର କରେ। ଆପଣ browser settings ରୁ ଏହା ବନ୍ଦ କରିପାରିବେ (କିନ୍ତୁ login କରିପାରିବେ ନାହିଁ)।
ଏହି policy ସମୟାନୁସାରେ update ହୋଇପାରେ। ପରିବର୍ତ୍ତନ ହେଲେ ଏହି page ର date update ହେବ। ମୁଖ୍ୟ ପରିବର୍ତ୍ତନ ପାଇଁ ଆମେ notification ପଠାଇବୁ।
+91 73258 93950 (WhatsApp)
By using Gurusevakendra, you agree to this Privacy Policy. ଆପ ବ୍ୟବହାର କରି ଆପଣ ଏହି ନୀତିରେ ସହମତ ହୁଅନ୍ତି।